କନକ ବ୍ୟୁରୋ: ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ଝିଅଙ୍କ ପ୍ରଶଂସା । ପ୍ରତିରକ୍ଷା ମନ୍ତ୍ରାଳୟ ଓ ଶିକ୍ଷା ମମନ୍ତ୍ରାଳୟ ପକ୍ଷରୁ ବୀରଗାଥା ୩ ପଏଂଟ ଜିରୋ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଭାଷଣ ଦେଲେ ଓଡ଼ିଆ ଝିଅ ବର୍ଣ୍ଣାଳୀ ସାହୁ । ସବୁଠୁ ବଡ଼ କଥା ହେଲା ପ୍ରତିରକ୍ଷାମନ୍ତ୍ରୀଙ୍କ ତରଫରୁ ବର୍ଣ୍ଣାଳୀ ଭାଷଣ ଦେଇଥିଲେ । ଲେଖାହୋଇଥିବା ଭାଷଣକୁ ପଢ଼ିଥିଲେ ବର୍ଣ୍ଣାଳୀ । ତାଙ୍କର ଭାଷଣ ଓ ଶୈଳୀକୁ କରତାଳି ଦେଇ ପ୍ରଶଂସା କରିଥିଲେ ପ୍ରତିରକ୍ଷାମନ୍ତ୍ରୀ । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସେବାବାହିନୀର ଅଧିକାରୀ ଉପସ୍ଥିତି ଥିଲେ ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  /kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2024/01/29-19.jpg)