କନକ ବ୍ୟୁରୋ : କୋଟିଏରୁ ଅଧିକ ଟଙ୍କାର ସୁନାଗହଣା ଚୋରୀ । ବାରିପଦା ସହରର ସରକାରୀ ବସ୍ଷଂଡ ନିକଟ କେପିଡି ସୁନା ଦୋକାନରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୋକାନ ସଟର କାଟି ୭ ଲକ୍ଷ ନଗଦ ଟଙ୍କା ସହ ୩୦ କେଜିର ସୁନା-ରୂପା ଗହଣା ଲୁଟି ନେଇଛନ୍ତି ଲୁଟେରା । ଯାହାର ଆନୁମାନିକ ମୂଲ୍ୟ ଗୋଟିଏ ଟଙ୍କା ହେବ । ଏନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନଭିନ କରୁଛି ।
କୋଟିଏରୁ ଅଧିକ ଟଙ୍କାର ସୁନାଗହଣା ଚୋରୀ : ବାରିପଦାର କେପିଡି ସୁନା ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା
/kanak/media/post_attachments/wp-content/uploads/2021/04/vlcsnap-2021-04-12-14h10m10s558.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)