କନକ ବ୍ୟୁରୋ : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚକ୍ଷୁବିଭାଗ ଟେକ୍ନିସିଆନ ଘରେ ଭିଜିଲାନ୍ସ ଚଢ଼ାଉ । ବରଗଡ଼ ଜିଲ୍ଲା ପଦ୍ମପୁର ଡାକ୍ତରଖାନାରେ କାର୍ଯ୍ୟରତ ଚକ୍ଷୁବିଭାଗ ଟେକ୍ନିସିଆନ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । ସମ୍ବଲପୁର, ବରଗଡ଼ ଓ ସୋନପୁରର ଭିଜିଲାନ୍ସ ଅଧିକାରୀର ୨ଟି ଟିମ୍ ଏକକାଳିନ ପଦ୍ମପୁର ରୋଡସ୍ଥିତ ଘର ଓ ତାଙ୍କ ପୈତୃକ ଘର ଟାଲ ଠାରେ ଚଢ଼ାଉ ଜାରି ରଖିଛନ୍ତି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ଚଢାଉ : କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ୩ଜଣିଆ ଭିଜିଲାନ୍ସ ଟିମର ରେଡ୍
/kanak/media/post_attachments/wp-content/uploads/2021/08/vlcsnap-2021-08-04-11h47m40s581.png)