କନକ ବ୍ୟୁରୋ : ବରଗଡର ଚାଷୀ ଖଇନୁ ବର୍ଗତି ଆତ୍ମହତ୍ୟା ଘଟଣା । ତଦନ୍ତ ପାଇଁ ଖଇନୁଙ୍କ ଘରେ ପହଁଚିଛନ୍ତି ଜିଲ୍ଲାପାଳ ଓ ଏସପି । ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରୁଛନ୍ତି ପ୍ରସାସନିକ ଅଧିକାରୀ । ଗତ ୨୮ରେ ହାଡୁଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ବିଧାନସଭାରେ ଭିନ୍ନ ତଥ୍ୟ ଉପସ୍ଥାପନ ହେବା ପରେ ଏହାର ନ୍ୟାୟିକ ତଦନ୍ତ ଦାବି କରିଥିଲା ବିଜେପି ଓ କଂଗ୍ରେସ ।
ବରଗଡର ଚାଷୀ ଖଇନୁ ବର୍ଗତିଙ୍କ ଆତ୍ମହତ୍ୟା ଘଟଣା : ତଦନ୍ତ ପାଇଁ ଖଇନୁଙ୍କ ଘରେ ପହଁଚିଲେ ଜିଲ୍ଲାପାଳ ଓ ଏସପି
/kanak/media/post_attachments/wp-content/uploads/2017/03/vlcsnap-2017-03-09-09h45m34s315.png)