ବାରଙ୍ଗରେ ରାଜନୈତିକ ଶତ୍ରୁତା : ହୋଲି ପାଳନ ବେଳେ ଗୋଷ୍ଠୀ ସଂଘର୍ଷ

Advertisment
ବାରଙ୍ଗରେ ରାଜନୈତିକ ଶତ୍ରୁତା : ହୋଲି ପାଳନ ବେଳେ ଗୋଷ୍ଠୀ ସଂଘର୍ଷ

କନକ ବ୍ୟୁରୋ : କଟକ ବାରଙ୍ଗରେ ମଧ୍ୟ ରାଜନୈତିକ ଶତ୍ରୁତାକୁ ନେଇ ହୋଲି ପାଳନ ବେଳେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ପୁଲିସ ଲାଠିଚାର୍ଜ କରିଛଇ । ବାରଙ୍ଗ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ଓ ପାଟପୁର ମଧ୍ୟରେ ଥିବା ରାଜନୈତିକ ବିବାଦ ଯୋଗୁଁ ମୁହାଁମୁହିଁ ହୋଇଥିଲେ ଉଭୟ ଗୋଷ୍ଠୀ ।

ଏପରିକି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଯାଇଥିବା ପୁଲିସ ଉପରକୁ ମଧ୍ୟ ଢେଲା ପଥର ମାଡ କରିଥିଲେ । ଉତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠିଚାର୍ଜ କରିଛି । ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୧୫ଜଣ ଆହତ ହୋଇଥିବାବେଳେ ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe