ବରଗଡରେ ଜାଲ ନୋଟ ରାକେଟ୍ ଠାବ । ୨ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, କିଙ୍ଗପିନ୍ ସମେତ ୩ ଗିରଫ

ବରଗଡରେ ଜାଲ ନୋଟ ରାକେଟ୍ ଠାବ । ୨ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, କିଙ୍ଗପିନ୍ ସମେତ ୩ ଗିରଫ

କନକ ବ୍ୟୁରୋ : ୨ ଲକ୍ଷ ୬ଶହ ଟଙ୍କାର ଜାଲନୋଟ୍ ଜବତ କରିଛି ଏସଟିଏଫ୍ । ବରଗଡର ବିଭିନ୍ନ ସ୍ଥାନରେ ଚଢ଼ାଉ ଚରି ଏତେ ପରିମାଣର ଜାଲ ନୋଟକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ସ୍ପେଶାଲ ଟ୍ୟାକ୍ସ ଫୋର୍ସ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମଙ୍ଗଲୁ ମାଲଖାର, ସୁଦର୍ଶନ ମହାନ୍ତି ଏବଂ ପ୍ରଫୁଲ ମେହେର ।

କ୍ରାଇମବ୍ରାଂଚ ଏସଟିଏଫ୍ ଡିଏସପି ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ୭ଜଣିଆ ଟିମ୍ ବରଗଡ , ବରପାଲି, ଛତିଶଗଡ ଆଦି ସ୍ଥାନରେ ଚଢ଼ାଉ କରି ଏହି ସଫଳତା ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe