କନକ ବ୍ୟୁରୋ : ୨ ଲକ୍ଷ ୬ଶହ ଟଙ୍କାର ଜାଲନୋଟ୍ ଜବତ କରିଛି ଏସଟିଏଫ୍ । ବରଗଡର ବିଭିନ୍ନ ସ୍ଥାନରେ ଚଢ଼ାଉ ଚରି ଏତେ ପରିମାଣର ଜାଲ ନୋଟକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ସ୍ପେଶାଲ ଟ୍ୟାକ୍ସ ଫୋର୍ସ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମଙ୍ଗଲୁ ମାଲଖାର, ସୁଦର୍ଶନ ମହାନ୍ତି ଏବଂ ପ୍ରଫୁଲ ମେହେର ।
କ୍ରାଇମବ୍ରାଂଚ ଏସଟିଏଫ୍ ଡିଏସପି ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ୭ଜଣିଆ ଟିମ୍ ବରଗଡ , ବରପାଲି, ଛତିଶଗଡ ଆଦି ସ୍ଥାନରେ ଚଢ଼ାଉ କରି ଏହି ସଫଳତା ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/fake-1-1.jpg)