ବରଗଡ ସହରରେ ବ୍ୟାଙ୍କ ଲୁଟ୍ । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ ।

Advertisment
ବରଗଡ ସହରରେ ବ୍ୟାଙ୍କ ଲୁଟ୍ । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ ।

କନକ ବ୍ୟୁରୋ: ବରଗଡ଼ରେ ବ୍ୟାଙ୍କ ଲୁଟ । ବରଗଡ଼ ସହରର ଜନଗହଳୀପୂର୍ଣ୍ଣ ସ୍ଥାନରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୧୨ ଲକ୍ଷରୂୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ । ଦୁଇ ମୁଖା ପିନ୍ଧା ଦୁବୃତ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ସୂଚନା ମଳିଛି । ସେମାନଙ୍କ ମଧ୍ୟରୁ ଜଣେ ଲୁଟେରା ମହିଳା ବେଶରେ ଆସିଥିବା ଦେଖିବାକୁ ମିଳିଛି । ତେବେ ଲୁଟ୍ ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe