ବରଗଡ ସହରରେ ବ୍ୟାଙ୍କ ଲୁଟ୍ । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ ।

256

କନକ ବ୍ୟୁରୋ: ବରଗଡ଼ରେ ବ୍ୟାଙ୍କ ଲୁଟ । ବରଗଡ଼ ସହରର ଜନଗହଳୀପୂର୍ଣ୍ଣ ସ୍ଥାନରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୧୨ ଲକ୍ଷରୂୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ । ଦୁଇ ମୁଖା ପିନ୍ଧା ଦୁବୃତ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ସୂଚନା ମଳିଛି । ସେମାନଙ୍କ ମଧ୍ୟରୁ ଜଣେ ଲୁଟେରା ମହିଳା ବେଶରେ ଆସିଥିବା ଦେଖିବାକୁ ମିଳିଛି । ତେବେ ଲୁଟ୍ ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।