ପ୍ରଥମ ଦିନିକିଆରେ ଭାରତ ପରାସ୍ତ। ୧ ୱିକେଟରେ ଭ୍ରମଣକାରୀ ଦଳକୁ ମାତ ଦେଲା ବାଂଲାଦେଶ।

ପ୍ରଥମ ଦିନିକିଆରେ ଭାରତ ପରାସ୍ତ। ୧ ୱିକେଟରେ ଭ୍ରମଣକାରୀ ଦଳକୁ ମାତ ଦେଲା ବାଂଲାଦେଶ।

କନକ ବ୍ୟୁରୋ: ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ପରାସ୍ତ ହେଲା ଭାରତ । ଘରୋଇ ଦଳ ଭାରତକୁ ୧ ୱିକେଟରେ ପରାସ୍ତ କରିଛି । ଦଳ ପକ୍ଷରୁ ମେହଦି ହସନ, ଲିଟନ ଦାସ ମୁସଫିକର ରହିମ ଦମଦାର ବ୍ୟାଟିଂ କରିଥିଲେ । ସେହିଭଳି ସାକିବ ଅଲ ହସନ ୫ ଟି ୱିକେଟ ନେଇ ଭାରତର ବିପର୍ଯ୍ୟୟ ଘଟାଇଥିଲେ । ପ୍ରଥମେ ବ୍ୟାଟିଂ କରି ୧୮୬ ରନ ସଂଗ୍ରହ କରିଥିଲା ଭାରତ । ଏହାର ଜବାବରେ ବାଂଲାଦେଶ ୯ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe