କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ଅପରାହ୍ଣରେ ବନକପେଡି ସହ ଦତ୍ତ ପ୍ରବେଶ ନୀତି ଅନୁଷ୍ଠିତ ହେବ । ପରେ ବନକଲାଗି ନୀତି ବଢିବ । ଏଥିପାଇଁ ୪ ଘଂଟା ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । ସଂଧ୍ୟା ୫ଟାରୁ ରାତି ୯ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ ।
ଆଜି ମହାପ୍ରଭୁଙ୍କ ବନକଲାଗି : ଅପରାହ୍ଣରେ ବନକପେଡି ସହ ଅନୁଷ୍ଠିତ ହେବ ଦତ୍ତ ପ୍ରବେଶ ନୀତି
/kanak/media/post_attachments/wp-content/uploads/2022/02/4-13.jpg)