କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଉତେଜନା । ପାଣିରେ ଭାସିଲା ବାଲାଟ ପେପର । କୋଲହ ପଞ୍ଚାୟତର ୪ ନମ୍ବର ବୁଥରେ ବାଲାଟ ପେପରରେ ଅନିୟମିତତାକୁ ନେଇ ତାତିଲେ ଲୋକେ । ମତଦାନ କେନ୍ଦ୍ର ବନ୍ଦ କରିବା ସହ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିବା ସହ ଭୋଟ ବାକ୍ସକୁ ଏକ ଫୋଖରୀରେ ପକାଇଦେଇଛନ୍ତି ଲୋକେ । ପୋଲିସ ଗାଡିକୁ ଘଟଣା ସ୍ଥଳକୁ ଛାଡ଼ିନଥିଲେ ଉତ୍ୟକ୍ତ ଲୋକେ । ଗାଁରେ ଉତେଜନା ଲାଗିରହିଛି । ସେପଟେ ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗିବା ପରେ ପାଣିରେ ଭାସୁଛି ବାଲାଟ ପେପର ।
ପାଣିରେ ଭାସିଲା ବାଲାଟ ପେପର । ବାଲାଟ ପେପରରେ ଅନିୟମିତତାକୁ ନେଇ ତାତିଲେ ଲୋକେ
/kanak/media/post_attachments/wp-content/uploads/2022/02/34-19.jpg)