କନକ ବ୍ୟୁରୋ : ବାଲିଗୁଡା ଦାରିଙ୍ଗିବାଡି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଜଣେ ଛାତ୍ରୀ କରୋନା ପଜିଟିଭ୍ । ଦଶମ ଶ୍ରେଣୀ ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଛାତ୍ରୀ ପଜିଟିଭ୍ ହେବା ପରେ ସ୍କୁଲକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି । ଆସନ୍ତା ୧୫ ତାରିଖ ଯାଏଁ ସ୍କୁଲ ବନ୍ଦ ରଖିଛି ଜିଲ୍ଲା ପ୍ରଶାସନ ।
ଦାରିଙ୍ଗବାଡ଼ି ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀ କରୋନା ସଂକ୍ରମିତ : ପଜିଟିଭ ଚିହ୍ନଟ ପରେ ବନ୍ଦ ହେଲା ସ୍କୁଲ
/kanak/media/post_attachments/wp-content/uploads/2021/08/13-8.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)