ବାଲେଶ୍ୱର : ବାଲେଶ୍ୱରରେ ମଧ୍ୟ ଚାଲିଛି ପୂଜାର ଧୁମ । ଆଜି ମାଙ୍କ ମହାସପ୍ତମୀ ଥିବାରୁ ପୂଜାମଣ୍ଡରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଜମିଛି । ବାଲେଶ୍ୱରରେ କିଭଳି ରହିଛି ପୂଜାର ମାହୋଲ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି । ଦେଖନ୍ତୁ ଏହି ଭିଡିଓ -
ବାଲେଶ୍ୱରରେ ଚାଲିଛି ପୂଜାର ଧୁମ୍ : ମା'ଙ୍କ ମହାସପ୍ତମୀ ଥିବାରୁ ପୂଜାମଣ୍ଡରେ ଭକ୍ତଙ୍କ ଭିଡ
/kanak/media/post_attachments/wp-content/uploads/2016/10/Balasore.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)