କନକ ବ୍ୟୁରୋ: ବାଲେଶ୍ୱରରୁ ୧୫ ହଜାର ଲିଟର ପୋଚ ଜବତ ହୋଇଛି । ନାଳ ପାଣି ଭିତରେ ଗଚ୍ଛିତ ଥିବା ପୋଚକୁ ଜବତ କରିଛି ଅବକାରୀ ବିଭାଗ । ଅଣ୍ଟାଏ ପାଣିରେ ବ୍ୟାରେଲ ବ୍ୟାରେଲ ମଦ ପୋଚ ରଖାଯାଇଥିଲା । ଏନେଇ ଖବର ପାଇ ଅବକାରୀ ବିଭାଗ ଚଢାଉ କରିବା ପରେ ଏହାକୁ ଜବତ କରାଯାଇଛି । ସମସ୍ତ ୧୫ ହଜାର ଲିଟର ପୋଚକୁ ନଷ୍ଟ କରାଯାଇଛି । ପୁରୁଣା ବାଲେଶ୍ୱର ଅବକାରୀ ଟିମ୍ ଚଢାଉ କରିବା ପରେ ପୋଚ ସବୁକୁ ନଷ୍ଟ କରିଛି ।
ପାଣି ଭିତରେ ଥିଲା ବ୍ୟାରେଲ ବ୍ୟାରେଲ ମଦ ପୋଚ । ଅଣ୍ଟାଏ ପାଣିରୁ ଜବତ ପରେ ନଷ୍ଟ ।
/kanak/media/post_attachments/wp-content/uploads/2022/05/pjimage-5-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)