କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ରାସ୍ତାର ପେଜଗଳାଠାରେ ସିରିଜ ଦୁର୍ଘଟଣା । ଅଟୋ, କାର ଏବଂ ବାଇକ୍ ମଧ୍ୟରେ ଧକ୍କା ହେବାରୁ ୧୦ଜଣ ଆହତ ହୋଇଛନ୍ତି । ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୬ ଜଣ ଆହତ ବସ୍ତା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଓଭରଟେକ କରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

Advertisment