ବାଲିଗଦା ଭିତରୁ ମୁଣ୍ଡ ବିହୀନ କଙ୍କାଳ ଉଦ୍ଧାର କଲା ଜଳେଶ୍ୱର ପୋଲିସ : କଙ୍କାଳକୁ ଫରେନସିକ୍ ଲ୍ୟାବ ପଠାଇ ପୋଲିସର ତଦନ୍ତ

ଜଙ୍ଗଲରୁ ଉଦ୍ଧାର ହେଲା ଗଳିତ ଶବ : ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କନକ ବ୍ୟୁରୋ : ବାଲିଗଦା ଭିତରୁ ମୁଣ୍ଡବିହୀନ କଙ୍କାଳ ଉଦ୍ଧାର କଲା ଜଳେଶ୍ୱର ପୁଲିସ୍ । ବାଳେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜମାଳପୁର ବାଇପାସ୍ ପାଖ ବାଲିଗଦାରୁ ଏକ କଙ୍କାଳ ଉଦ୍ଧାର କରିଛି ପୁଲିସ୍ । ବିଲକୁ କାମ କରିବାକୁ ଆସିଥିବା କିଛି ଚାଷୀ ପ୍ରଥମେ ଏହାକୁ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଜଳେଶ୍ୱର ପୁଲିସ୍ ଘଟଣାସ୍ଥଳରେ ପହଂଚି କଙ୍କାଳ ଉଦ୍ଧାର କରିବା ସହ ଫରେନସିକ୍ ଟେଷ୍ଟ ପାଇଁ ପଠାଇଥିଲା । ଏନେଇ ଅଧିକ ତଦନ୍ତ କରୁଛି ପୁଲିସ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe