ବାଲେଶ୍ୱରରେ ଅଭାବନୀୟ କାଣ୍ଡ: ଗୋଟିଏ ପରିବାରର ୪ଜଣଙ୍କୁ ଗଳା କାଟି ନିର୍ମମ ହତ୍ୟା

ବାଲେଶ୍ୱରରେ ଅଭାବନୀୟ କାଣ୍ଡ: ଗୋଟିଏ ପରିବାରର ୪ଜଣଙ୍କୁ ଗଳା କାଟି ନିର୍ମମ ହତ୍ୟା

କନକ ବ୍ୟୁରୋ : ବାଲେଶ୍ୱରରେ ଅଭାବନୀୟ କାଣ୍ଡ । ବଡ଼କିଆ ସ୍ଥିତ ପାଗନଇରେ ୪ଜଣଙ୍କୁ ହତ୍ୟା । ଗୋଟିଏ ପରିବାରର ୪ଜଣଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ୨ଝିଅ ଓ ଜଣେ ପୁଅ ଅଛନ୍ତି । ମା’ ଝିଅ ପୁଅ ସହ ଜଣେ ସମ୍ପର୍କୀୟ ଝିଅଙ୍କୁ ହତ୍ୟା କରାଯାଇଛି । ଅନାବାଦୀ ଜାଗାରେ ନିର୍ମାଣ ହୋଇଥିବା ଘରକୁ କେନ୍ଦ୍ର କରି ହୋଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe