ବଲାଙ୍ଗୀର ଛତାମଖନା ନିକଟରେ ପୋଲ ତଳକୁ ଖସିଲା ମିନିଟ୍ରକ : ୨ ମୃତ, ୪ଗୁରୁତର

Advertisment
ବଲାଙ୍ଗୀର ଛତାମଖନା ନିକଟରେ ପୋଲ ତଳକୁ ଖସିଲା ମିନିଟ୍ରକ : ୨ ମୃତ, ୪ଗୁରୁତର

ବଲାଙ୍ଗୀର: ବଲାଙ୍ଗୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏନଏଚ-୨୬ରେ ପୋଲ ତଳକୁ ମିନି ଟ୍ରକ ଖସି ୨ ଜଣଙ୍କ ମୃତ୍ୟୁ ହୋଇଛି । ୪ ଗୁରୁତର ଅଛନ୍ତି । ଛତାମଖନା ନିକଟ ଜାମଶୋର ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe