ବଲାଙ୍ଗିରରେ ରାସ୍ତା ଉପରେ ଜଳିଗଲା ରାସନ ବୋଝେଇ ଟ୍ରକ : ଟାୟାର ଫାଟିବା ପରେ ହୁତହୁତ ହୋଇ ଜଳିଗଲା ବସ୍ତା ବସ୍ତା ସାମଗ୍ରୀ

Advertisment
ବଲାଙ୍ଗିରରେ ରାସ୍ତା ଉପରେ ଜଳିଗଲା ରାସନ ବୋଝେଇ ଟ୍ରକ : ଟାୟାର ଫାଟିବା ପରେ ହୁତହୁତ ହୋଇ ଜଳିଗଲା ବସ୍ତା ବସ୍ତା ସାମଗ୍ରୀ

କନକ ବ୍ୟୁରୋ : ବଲାଙ୍ଗିରରେ ଜଳିଗଲା ଧାନ ବୋଝେଇ ଟ୍ରକ । ରାୟପୁରରୁ ଆସୁଥିବା ବେଳେ ବଲାଙ୍ଗିରର ଖମାର ମୁଣ୍ଡା ନିକଟରେ ଘଯିଲା ଅଗ୍ନିକାଣ୍ଡ  । ଟ୍ରକ୍ ଟାୟାର ଫାଟିଯିବା ପରେ ନିଆଁ ଲାଗିଥିବା ସନ୍ଦେହ । ପୁରା ଟ୍ରକ୍ ଭର୍ତି ହୋଇଥିଲା ବସ୍ତା ବସ୍ତା ସାମଗ୍ରୀ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe