କନକ ବ୍ୟୁରୋ : ବଲାଙ୍ଗିରରେ ଜଳିଗଲା ଧାନ ବୋଝେଇ ଟ୍ରକ । ରାୟପୁରରୁ ଆସୁଥିବା ବେଳେ ବଲାଙ୍ଗିରର ଖମାର ମୁଣ୍ଡା ନିକଟରେ ଘଯିଲା ଅଗ୍ନିକାଣ୍ଡ  । ଟ୍ରକ୍ ଟାୟାର ଫାଟିଯିବା ପରେ ନିଆଁ ଲାଗିଥିବା ସନ୍ଦେହ । ପୁରା ଟ୍ରକ୍ ଭର୍ତି ହୋଇଥିଲା ବସ୍ତା ବସ୍ତା ସାମଗ୍ରୀ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଛି ।

Advertisment