କନକ ବ୍ୟୁରୋ : ଫୁଲୁଛି ବୈତରଣୀ । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବୈତରଣୀ ନଦୀର ଜଳ ସ୍ତର ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ଆଖୁଆପଦା ଠାରେ ବିପଦ ସଙ୍କେତ ୧୭ ଦଶମିକ ୮୩ମିଟର ଥିବା ବେଳେ ବର୍ତମାନ ୧୭ ଦଶମିକ ୯୨ମିଟର ଉପରେ ପ୍ରବାହିତ ହେଉଛି ଜଳସ୍ତର । ଆଗକୁ ଅଧିକ ବର୍ଷା ହେଲେ ପାଣି ଆହୁରି ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ ।
ଫୁଲୁଛି ବୈତରଣୀ : ଭଦ୍ରକ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳସ୍ତର
/kanak/media/post_attachments/wp-content/uploads/2023/10/vlcsnap-2023-10-04-11h33m22s229.png)