କନକ ବ୍ୟୁରୋ : ମାହାଙ୍ଗା ଅଣ୍ଡାମାଡ ଘଟଣା ପରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଅନେକ ଟ୍ୱିଟ୍ କରିଛନ୍ତି । କିନ୍ତୁ ଆଜିର ଟ୍ୱିଟରେ ବୈଜୟନ୍ତ ସିଧା ନବୀନଙ୍କ ଆଡକୁ ଇସାରା କରିଛନ୍ତି । ଲେଖିଛନ୍ତି, ଆଇନ୍ କିଭଳି ତା ବାଟରେ ଯାଉଛି ସେ ଦେଖିବା ପାଇଁ ଚାହୁଁଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇପାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ଆଇନ୍ ତା ବାଟରେ ଯିବ ବୋଲି ବୟାନ ଦିଅନ୍ତି । ତେଣୁ ମାହାଙ୍ଗା ଅଣ୍ଡାମାଡ ଘଟଣାରେ ପୋଲିସ କଣ ପଦକ୍ଷେପ ନେବ, ସେ ନେଇ ପ୍ରଶ୍ନ କରି ବୈଜୟନ୍ତ ଜାଣିବାକୁ ଚାହିଁଛନ୍ତି , ନବୀନ ଯାହା କୁହନ୍ତି ତାହା କରନ୍ତି ନା ନାହିଁ ।
ଏହା ସହ ଦେଖନ୍ତୁ ଏହି ଭିଡ଼ିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/baijayant-tweet.jpg)