କନକ ବ୍ୟୁରୋ : ଖବରକାଗଜରେ ଲେଖିବା ଓ ଟ୍ୱିଟ୍ କରିବା ଉଚିତ ନଥିଲା । ଅନ୍ୟ ଦଳର ନେତାମାନେ ବିଜେଡି ଭାଙ୍ଗିବା ନେଇ ଆଶଙ୍କା କରୁଛନ୍ତି ତେବେ ଏସବୁ ବିବାଦ ପଛରେ ସାଂସଦ ଜୟ ଅଛନ୍ତି ବୋଲି ଇସାରା କରି ତଥାଗତ ଟ୍ୱିଟ୍ କରିଥିଲେ ଏହାପରେ ଜୟ ତାଙ୍କୁ ଜବାବ ଦେଇଥିଲେ ।

Advertisment

ଏହି ଘଟଣା ପରେ ପୁଣି ଖବରକାଜଗରରେ ନବୀନଙ୍କୁ କଡା ସମାଲୋଚନା କରି ପୁଣି ଚର୍ଚ୍ଚାକୁ ଆସିଥିଲେ ବିଜେଡି ସାଂସଦ ଜୟ ପଣ୍ଡା । ଏସବୁ ବିବାଦ ମଧ୍ୟରେ ଗତକାଲି ରାତିର ଜୟ ପଣ୍ଡାଙ୍କ ଗୁଡ ନାଇଟ ଟ୍ୱିଟକୁ ନେଇ ପୁଣି ସାଧାରଣରେ ଚର୍ଚ୍ଚା ହେଉଛି । ଏଥିରେ ସେ ଇଙ୍ଗିତ କରିବା ପାଇଁ ଚାହିଁଛନ୍ତି ଯେ, କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ଭୟଭୀତ ହେବା ଉଚିତ ନୁହଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ