କନକ ବ୍ୟୁରୋ: ଭଗବାନଙ୍କ ପ୍ରେମର ଭକ୍ତିରେ ବିଭୋର ଭକ୍ତ । ସକାଳ ହେବା କ୍ଷଣି ଶରଧାବାଲିରେ ଲହଡି ଭାଙ୍ଗିଛି ଜନ ସମୁଦ୍ର । ବାହୁଡା ଯାତ୍ରା ପାଇଁ ଶରଧାବାଲିରେ ଲାଗିଛି ଭକ୍ତଙ୍କ ଗହଳି । ଭଗବାନଙ୍କ ଗୋଟିଏ ଝଲକ ପାଇବା ପାଇଁ ଚାହିଁ ରହିଛନ୍ତି ଭକ୍ତ ।/kanak/media/post_attachments/wp-content/uploads/2019/07/66307662_353565295559410_2799599450358546432_n-300x169.jpg)
/kanak/media/post_attachments/wp-content/uploads/2019/07/66440798_2875164359192005_7959653724769484800_n-300x169.jpg)
ଭଗବାନଙ୍କ ପ୍ରେମରେ ବିଭୋର ହୋଇ କିଏ ନୃତ୍ୟ କରୁଛି ତ ଆଉ କିଏ ଗୀତ ଗାଉଛି ।
ଜଗାକୁ ଜୀବନ ଉତ୍ସର୍ଗ କରି ତାରି ଦୁଆରେ ଆଜି ଦିନ ତମାମ ଏଇମିତି ଘଣ୍ଟା ଘଣ୍ଟା ମୁହଁରେ କାଳିଆର ରଙ୍ଗ ମାଖି ନାଚୁଥିବେ ଭକ୍ତ ।
ପ୍ରଭୁଙ୍କୁ ଚାହିଁ ରହିଛନ୍ତି ଭକ୍ତ । କାଳିଆ ଠାକୁରକୁ ଅପେକ୍ଷା କରିଛି କୁନି କାହ୍ନା । ଦେଖନ୍ତୁ କେମିତି କାଳିଆ ଡେରି କରୁଛି ବୋଲି କୁନି ରାଧା ବି ମନମାରି ରଥ ଦଉଡିରେ ବସି ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/RATHA-3.jpg)
/kanak/media/post_attachments/wp-content/uploads/2019/07/66428199_1798862113592941_1357097914781925376_n-300x169.jpg)
/kanak/media/post_attachments/wp-content/uploads/2019/07/66501841_2370832069606144_8758017686157393920_n-300x192.jpg)
/kanak/media/post_attachments/wp-content/uploads/2019/07/66499414_866598790382289_8102009861744623616_n-300x169.jpg)
/kanak/media/post_attachments/wp-content/uploads/2019/07/66703135_418813175382291_3921760944652288000_n-300x139.jpg)
/kanak/media/post_attachments/wp-content/uploads/2019/07/64590873_2442723739122218_3673565251451748352_n-300x169.jpg)
/kanak/media/post_attachments/wp-content/uploads/2019/07/66859746_636062330223298_1634001710554808320_n-300x139.jpg)