Image Courtesy : Twitter
ରିଲିଜ୍ ହୋଇସାରିଛି ବହୁ ପ୍ରତିକ୍ଷୀତ ସିନେମା ବାହୁବଳୀ -୨ । ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ‘କଟ୍ଟପା ବାହୁବଳୀଙ୍କୁ କାହିଁକି ମାରିଲେ’ ଏହାର ଉତ୍ତର ମଧ୍ୟ ମିଳିଯାଇଛି । ଏହି ସିନେମା ଦେଖିବା ପାଇଁ ଲୋକ ମାନେ ନିଜ କାର୍ଯ୍ୟାଳୟରୁ ଛୁଟି ଆବେଦନ ମଧ୍ୟ କରିଛନ୍ତି । ତେବେ ସେମାନଙ୍କ ଛୁଟି ଆବେଦନ ପାଇଁ ଏହି ମଜାଦାର ଦରଖାସ୍ତ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ନଜର ପକାନ୍ତୁ ଭାଇରାଲ୍ ହୋଇଥିବା ଏହି ଦରଖାସ୍ତ ଗୁଡିକ ଉପରେ ।
ସୌଜନ୍ୟ : ଇଣ୍ଡିଆ ଟାଇମ୍ସ/kanak/media/post_attachments/wp-content/uploads/2017/04/Capture2-300x272.jpg)
/kanak/media/post_attachments/wp-content/uploads/2017/04/Capture1-300x251.jpg)
Follow Us
/kanak/media/post_attachments/wp-content/uploads/2017/04/Capture3-300x267.jpg)
/kanak/media/post_attachments/wp-content/uploads/2017/04/Capture6-300x290.jpg)