କନକ ବ୍ୟୁରୋ: ବାଲେଶ୍ୱର ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ । ଭଙ୍ଗାଯିବ ସ୍କୁଲ ପରିସରରେ ଥିବା ପ୍ରାଥମିକ ବିଦ୍ୟାଳୟ । ୫ଟି ଉପକ୍ରମରେ ମଡେଲ ସ୍କଲ ଭାବେ ଗଢା ହେବ । ଏନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ ଆଦର୍ଶ ବିଦ୍ୟାଳୟ ବାହାନଗା ହାଇସ୍କୁଲକୁ ଭାବେ ଗଢି ତୋଳାଯିବ ।
ବାହାନଗା ଟ୍ରେନ ଟ୍ରାଜେଡି: ହାଇସ୍କୁଲର ହେବ ପୁନଃନିର୍ମାଣ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ
/kanak/media/post_attachments/wp-content/uploads/2023/06/31-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)