କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାରେ ସିବିଆଇ ୩ ଜଣଙ୍କୁ ଗିରଫ କରିଛି । ଏହି ତିନି ଅଭିଯୁକ୍ତଙ୍କୁ କ୍ୟାପିଟାଲ ଡାକ୍ତରଖାନାରେ ଡାକ୍ତରୀ ଯାଞ୍ଚ ପରେ ସିବିଆଇ କୋର୍ଟରେ ହାଜର କରାଯାଇଛି । ସିବିଆଇ କୋର୍ଟରେ ରିମାଣ୍ଡ ନେଇ ଆବେଦନ କରିପାରନ୍ତି ଅଧିକାରୀ ।
ବାହାନଗା ଟ୍ରେନ ଟ୍ରାଜେଡି, ସିବିଆଇ କୋର୍ଟରେ ୩ ଅଭିଯୁକ୍ତ
/kanak/media/post_attachments/wp-content/uploads/2023/07/Screen-Shot-2023-07-07-at-9.15.17-PM.jpg)