କନକ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ନେଇ ସଂସଦରେ ରେଳମନ୍ତ୍ରୀଙ୍କ ଉତ୍ତର । ସଂସଦରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ରଖିଛନ୍ତି । ସିଗନାଲ ତ୍ରୁଟି ଯୋଗୁଁ ହୋଇଥିଲା ଦୁର୍ଘଟଣା । ୨୯୫ ମୃତକଙ୍କ ମଧ୍ୟରୁ ୪୧ଟି ଶବ ଚିହ୍ନଟ ହୋଇପାରିନି । ମୃତାହତଙ୍କୁ ୨୯.୪୯ କୋଟିର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।
ବାହାନଗା ରେଳ ଦୁର୍ଘଟଣା: ସଂସଦରେ ରେଳମନ୍ତ୍ରୀଙ୍କ ଉତ୍ତର, ସିଗନାଲ ତ୍ରୁଟି ଯୋଗୁଁ ଦୁର୍ଘଟଣା
/kanak/media/post_attachments/wp-content/uploads/2023/07/5-26.jpg)