ଚୋର ଧରିବ ବାହାଦୁର ଆପ୍ । ଘରେ ଅଜଣା ଲୋକ ପଶିଲେ ମୋବାଇଲକୁ ଆସିବ କଲ୍ ।

Advertisment
ଚୋର ଧରିବ ବାହାଦୁର ଆପ୍ । ଘରେ ଅଜଣା ଲୋକ ପଶିଲେ ମୋବାଇଲକୁ ଆସିବ କଲ୍ ।

କନକ ବ୍ୟୁରୋ: ପ୍ରତିଦିନ ବିଭିନ୍ନ ସ୍ଥାନରୁ ଚୋରି ଡକାୟତି ଭଳି ଖବର ସାମ୍ନାକୁ ଆସୁଛି । କଡ଼ା ସୁରକ୍ଷା ଓ ଘରେ ସିସିଟିଭି ଲଗାଇ ମଧ୍ୟ ଚୋରି-ଡକାୟତି ରୋକିବା ସମ୍ଭବ ହେଉନାହିଁ । ଯଦି ଆପଣ ଘରୁ ବାହାରକୁ ଯାଇଛନ୍ତି କେମିତି ନିଜ ଘରକୁ ସୁରକ୍ଷିତ ରଖିପାରିବେ ଏହାର ସମାଧାନ କରିବ ବାହାଦୁର ଆପ୍ । ଯଦି ଆପଣ ଘରେ ନାହାନ୍ତି ଆଉ ଆପଣଙ୍କ ଘରେ ପଶିବା ପାଇଁ କିଏ ଚେଷ୍ଟା କରୁଛି ତେବେ ଏହି ଆପ୍ ମାଧ୍ୟରେ ଆପଣଙ୍କ ନିକଟକୁ ଆସିବ କଲ । ଯାହା ଆପଣଙ୍କୁ ସତର୍କ କରାଇବ । ଯୁବ ଇଞ୍ଜିନିୟର ଆରକେ ପଣ୍ଡା ଏହି ଆପଟିକୁ ଡେଭଲପ୍ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe