ବଦମାସ ଟୋକା ଖୋଜିବାରେ ଏବେ ବ୍ୟସ୍ତ ନବାଗତ ପ୍ରଯୋଜକ ସୌଭାଗ୍ୟ କୁମାର ପରିଡା । ତେବେ ରିୟଲ ନୁହେଁ ରିଲ ଲାଇଫ ପାଇଁ ବଦମାସ ଟୋକା ଖୋଜୁଛନ୍ତି ସୌଭାଗ୍ୟ । କାରଣ ତାଙ୍କର ଆଗାମୀ ମୁଭିର ନାଁ ହେଉଛି ‘ବଦମାସ ଟୋକା’ । ପି. କୁମାରଙ୍କ ନିର୍ଦେଶିତ ଏହି ମୁଭିରେ ଲଭ୍, ଇମୋଶନ୍ ଓ ଆକ୍ସନ୍ ଭରପୁର ରହିଛି । ଯୁବପିଢୀଙ୍କୁ ଆଖି ଆଗରେ ରଖି ଏହି ମୁଭି ତିଆରି କରାଯାଉଥିବା କହିଛନ୍ତି ପ୍ରଯୋଜକ । ଖୁବ୍ ଶ୍ରୀଘ୍ର ମୁଭିର କାଷ୍ଟିଂ ଫାଇନାଲ ହୋଇ ସୁଟିଂ ଆରମ୍ଭ ହେବ । ତେବେ କିଏ ହେଉଛି ଏହି ବଦମାସ ଟୋକା ଏବଂ ସେ ଦର୍ଶକଙ୍କୁ କିଭଳି ଭାବରେ ପ୍ରଭାବିତ କରୁଛି ତାହା ମୁଭି ରିଲିଜ ହେବା ପରେ ହିଁ ଜଣା ପଡିବ ।
କିଏ ହେବ ‘ବଦମାସ ଟୋକା’
/kanak/media/post_attachments/wp-content/uploads/2016/06/Capture6.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)