କନକ ବ୍ୟୁରୋ : ବଦଲାପୁରରେ ଦୁଇ ଶିଶଙ୍କୁ ସ୍କୁଲ ଭିତରେ ଅସଦାରଚଣ ଘଟଣାକୁ ବିରୋଧ କରି ଆଜି ବି ଜୋରଦାରର ବିକ୍ଷୋଭ ଦେଖିବାକୁ ମିଳିଛି ।ଅଭିଭାବକ, ସାମାଜିକ ସଂଗଠନ ସହ କଂଗ୍ରେସ ମଧ୍ୟ ଆଜି ରାସ୍ତାକୁ ଓହ୍ଲାଇଛି । ବିଭିନ୍ନ ସ୍ଥାନରେ ରେଳ ରୋକ ସହ ରାସ୍ତାଘାଟରେ ପ୍ରଦର୍ଶନ ଦେଖିବାକୁ ମିଳିଛି ା ସେପଟେ ୨୪ ତାରିଖରେ ମହାରାଷ୍ଟ୍ର ବନ୍ଦ ଡାକରା ଦେଇଛି ମହାରାଷ୍ଟ୍ର ନବନିର୍ମାଣ ସେନା । ଅଭିଯୁକ୍ତକୁ ୨୬ ତାରିଖ ପର୍ୟ୍ୟନ୍ତ ବିଚାରବିଭାଗୀୟହାଜତକୁ ପଠାଯାଇଛି। ସ୍କୁଲରେ ସହାୟକ ଭାବେ ଅଭିଯୁକ୍ତ କାମ କରୁଥିଲା ।ସେପଟେ ପ୍ରଦର୍ଶନକାରୀ ଓ ପୁଲିସ ମୁହାଁମୁହିଁରେ ୨୦ଜଣ ପୁଲିସ ଓ ୫୦ରୁ ଅଧିକ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି
ମହାରାଷ୍ଟ୍ରର ବଦଲାପୁର ଘଟଣାକୁ ନେଇ ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
/kanak/media/post_attachments/wp-content/uploads/2024/08/7-23.jpg)