୨ ମାସ ପରେ ଉଦ୍ଧାର ହେଲା ଶିଶୁ ପୁତ୍ର । ବାଲେଶ୍ୱର ମେଡିକାଲରୁ ହୋଇଥିଲା ଚୋରି ।

Advertisment
୨ ମାସ ପରେ ଉଦ୍ଧାର ହେଲା ଶିଶୁ ପୁତ୍ର । ବାଲେଶ୍ୱର ମେଡିକାଲରୁ ହୋଇଥିଲା ଚୋରି ।

କନକ ବ୍ୟୁରୋ: ବାଲେଶ୍ୱର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ଶିଶୁପୁତ୍ରକୁ ଜଳେଶ୍ୱରରୁ ଉଦ୍ଧାର କଲା ପୋଲିସ । ଚୋରି କରିଥିବା ମହିଳାଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଉଦ୍ଧାର ପରେ ଶିଶୁପୁତ୍ରକୁ ହସ୍ପିଟାଲରେ ଚାଲିଛି ଚିକତ୍ସା । ୨ ମାସ ତଳେ ବାଲେଶ୍ୱର ମେଡିକାଲରୁ ନବଜାତକୁ ଚୋରି କରିନିଆଯାଇଥିଲା । ଏହି ଘଟଣା ପରେ ମେଡିକାଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe