ନୂଆ ରୂପରେ ବାବୁସାନ୍ ! ଜାଣନ୍ତୁ ଚକଲେଟ୍ ବୟଙ୍କୁ କିଏ ବନାଇଲା ଝିଅ

ନୂଆ ରୂପରେ ବାବୁସାନ୍ ! ଜାଣନ୍ତୁ ଚକଲେଟ୍ ବୟଙ୍କୁ କିଏ ବନାଇଲା ଝିଅ

ଆକ୍ସନ , ରୋମାନ୍ସ ଏବଂ କମେଡି ପରେ ବାବୁସାନଙ୍କ ନୂଆ ଅବତାର । ନିଜ ଦମଦାର ଅଭିନୟରେ ଦର୍ଶକଙ୍କୁ ଦିୱାନା କରି ରଖିଥିବା ଚକଲେଟ୍ ବୟ ବାବୁସାନ ଆସୁଛନ୍ତି ନୂଆ ବେଶରେ । ଆଗାମୀ ସିନେମା ‘ସିଷ୍ଟର୍ ଶ୍ରୀଦେବୀ’ରେ ବାବୁସାନ୍ ପ୍ରଥମ ଥର ପାଇଁ ଝିଅ ଲୁକରେ ନଜର ଆସିଛନ୍ତି ।

ତେବେ ଏହି ଲୁକରେ ବାବୁସାନ ସଂପୂର୍ଣ୍ଣ ଅଲଗା ଦେଖାଯାଉଛନ୍ତି । ସିନେମାରେ ଅନ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଆସନ୍ତା ରଜରେ ରୂପେଲି ପରଦାକୁ ଆସିବ ବାବୁସାନଙ୍କ ‘ସିଷ୍ଟର୍ ଶ୍ରୀଦେବୀ’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe