କନକ ବ୍ୟୁରୋ: ଏକାମ୍ର ଭୁବନେଶ୍ୱରରେ ବାଜି ମାରିଲା ବିଜେପି । ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ । ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କୁ ହରାଇ ଚଳିତ ନିର୍ବାଚନରେ ବିଜୟୀ ହେଇଛନ୍ତି ବାବୁ ସିଂ । ତେବେ ଏହି ଆସନରେ ପ୍ରଥମ ରାଉଣ୍ଡରୁ ହିଁ କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା । ଆଉ ଶେଷରେ ଏହି ଆସନରୁ ବିଜୟୀ ହେଇଛନ୍ତି ବାବୁ ସିଂ । ସୂଚନାଯୋଗ୍ୟ ଯେ, ଏକାମ୍ର ଭୁବନେଶ୍ୱର ଆସନରୁ ଲଗାତାର ବିଧାୟକ ଭାବେ ନିର୍ବାଚିତ ହେଉଥିଲେ ଅଶୋକ ପଣ୍ଡା । ଆଉ ଲଗାତାର ନିର୍ବାଚନରେ ତାଙ୍କୁ କଡା ଟକ୍କର ଦେଉଥିଲେ ବାବୁ ସିଂ । ହେଲେ ଚଳିତ ନିର୍ବାଚନରେ ସେ ବାଜି ମାରିବା ସହିତ ଏକାମ୍ର ଭୁବନେଶ୍ୱରରୁ ବିଜୟୀ ହେଇଛନ୍ତି ।
ବାଜି ମାରିନେଲେ ବାବୁ । ଏକାମ୍ର-ଭୁବନେଶ୍ୱରରେ ବିଜୟୀ ହେଲା ବିଜେପି ।
/kanak/media/post_attachments/wp-content/uploads/2024/06/5-5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)