ବିକେ ହରିପ୍ରସାଦଙ୍କ ଇସ୍ତଫା ପରେ ତାରାଙ୍କ ପ୍ରତିକ୍ରିୟା : ହରିପ୍ରସାଦ ବହୁ ପୂର୍ବରୁ ଇସ୍ତଫା ଦେବାର ଥିଲା

Advertisment
ବିକେ ହରିପ୍ରସାଦଙ୍କ ଇସ୍ତଫା ପରେ ତାରାଙ୍କ ପ୍ରତିକ୍ରିୟା : ହରିପ୍ରସାଦ ବହୁ ପୂର୍ବରୁ ଇସ୍ତଫା ଦେବାର ଥିଲା

କନକ ବ୍ୟୁରୋ : ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ବିକେ ହରିପ୍ରସାଦ ଅଚାନକ ଇସ୍ତଫା ଦେବା ରାଜନୀତି ବାତାବରଣ ସରଗରମ ହୋଇଉଠିଛି । ଏହି ଇସ୍ତଫାକୁ ନେଇ କଂଗ୍ରେସର ମୁଖ୍ୟ ସଚେତକ ରାତା ପ୍ରସାଦ ବାହିନୀ ପତି ଦେଇଛନ୍ତି ବିସ୍ଫୋରକ ପ୍ରତିକ୍ରିୟା । ହରି ପ୍ରସାଦ ବହୁ ପୂର୍ବରୁ ଇସ୍ତଫା ଦେବା ଦରକାର ଥିଲା ବୋଲି କହିଛନ୍ତି ତାରା ।

ସେହିପରି ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ଅନୁରୂପ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ମୁଁ ସେହି ସ୍ଥାନରେ ଥିଲେ କେବେଠୁ ଇସ୍ତଫା ଦେଇସାରନ୍ତିଣି ।

ଦେଖନ୍ତୁ ତାରାଙ୍କ ପ୍ରତିକ୍ରିୟା ଏହି ଭିଡିଓରୁ -


ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀଙ୍କ ପ୍ରତିକ୍ରିୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe