କନକ ବ୍ୟୁରୋ : ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ବିକେ ହରିପ୍ରସାଦ ଅଚାନକ ଇସ୍ତଫା ଦେବା ରାଜନୀତି ବାତାବରଣ ସରଗରମ ହୋଇଉଠିଛି । ଏହି ଇସ୍ତଫାକୁ ନେଇ କଂଗ୍ରେସର ମୁଖ୍ୟ ସଚେତକ ରାତା ପ୍ରସାଦ ବାହିନୀ ପତି ଦେଇଛନ୍ତି ବିସ୍ଫୋରକ ପ୍ରତିକ୍ରିୟା । ହରି ପ୍ରସାଦ ବହୁ ପୂର୍ବରୁ ଇସ୍ତଫା ଦେବା ଦରକାର ଥିଲା ବୋଲି କହିଛନ୍ତି ତାରା ।
ସେହିପରି ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ଅନୁରୂପ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ମୁଁ ସେହି ସ୍ଥାନରେ ଥିଲେ କେବେଠୁ ଇସ୍ତଫା ଦେଇସାରନ୍ତିଣି ।
ଦେଖନ୍ତୁ ତାରାଙ୍କ ପ୍ରତିକ୍ରିୟା ଏହି ଭିଡିଓରୁ -
ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀଙ୍କ ପ୍ରତିକ୍ରିୟା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Screen-shot-2017-03-14-at-1.03.53-PM.png)