କନକ ବ୍ୟୁରୋ : ହରିପ୍ରସାଦଙ୍କ ଇସ୍ତଫା ନାମଂଜୁର କଲେ ରାହୁଲ ଗାନ୍ଧି । ଏଆଇସିସି ଓଡିଶା ପ୍ରଭାରୀ ବି.କେ ହରିପ୍ରସାଦଙ୍କ ଇସ୍ତଫାକୁ ଗ୍ରହଣ କରିନାହାଁନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ତାଙ୍କୁ ପଦରେ ରହି କାର୍ଯ୍ୟ କରିବାକୁ ରାହୁଲ ପରାମର୍ଶ ଦେଇଥିବା ଜଣାପଡିଛି ।
ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ବିଦେଶରୁ ଫେରିବା ପରେ ହରିପ୍ରସାଦଙ୍କ ଇସ୍ତଫା ଗ୍ରହଣ କରିବେ କି ନାହିଁ ତାହା ଚୂଡାନ୍ତ ହେବ । ଓଡିଶା ପଂଚାୟତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ସେ ଉତରଦାୟୀ ଦର୍ଶାଇ ଇସ୍ତଫା ଦେଇଥିଲେ ବି.କେ ହରିପ୍ରସାଦ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/BK-Hariprasad.jpg)