କନକବ୍ୟୁରୋ : ସଦ୍ୟ ପ୍ରକାଶିତ ସିବିଏସସି ପରୀକ୍ଷା ଫଳରେ ୯୯ ପ୍ରତିଶତ ମାର୍କ ରଖି ଏଲଆର ଡିଏଭି କଟକ ବିଦ୍ୟାଳୟର ଟପ୍ପର ହୋଇଛନ୍ତି ଆୟୁଷ ଅଂଶୁମାନ ଦାସ । ସେହିପରି ସି ବିଏସ ସି ଦ୍ଵାଦଶ ପରୀକ୍ଷାରେ ବିଜ୍ଞାନରେ ସନ୍ନତ କୁମାର ମିଶ୍ର ୯୯.୨ ପ୍ରତିଶତ ମାର୍କ ରଖି ବାଣିଜ୍ୟରେ ଟପ୍ପର ହୋଇଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସଫଳତା ହାସଲ କରିବା ସହ ସ୍କୁଲର ନାମ ରଖିଛନ୍ତି । ଏହି ଖୁସି ଅବସରରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଚା ଜଣାଇଛନ୍ତି ।
ସିବିଏସସି ପରୀକ୍ଷା ଫଳରେ କଟକ ଏଲଆର ଡିଏଭି ସ୍କୁଲର ଅପୂର୍ବ ସଫଳତା । ୯୯ପ୍ରତିଶତ ମାର୍କ ରଖି ସ୍କୁଲ ଟପ୍ପର ହେଲେ ଆୟୁଷ ଅଂଶୁମାନ ଦାସ ।
/kanak/media/post_attachments/wp-content/uploads/2024/05/40-6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/05/39-4-300x169.jpg)