ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ଅଯୋଧ୍ୟାନଗରୀରେ ଶନିବାର ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଆୟୋଜିତ ଦୀପ ଉତ୍ସବ ଗିନିଜ୍ ବୁକ୍ ଅଫ୍ ୱର୍ଲ ରେକର୍ଡରେ ନାଁ କରିଛି । ଦୀପ ଉତ୍ସବରେ ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳିତ କରାଯାଇଥିଲା । ଘାଟରେ ୪ ଲକ୍ଷ ୧୦ ହଜାର ଏବଂ ଅନ୍ୟ ୧୧ ଟି ସ୍ଥଳରେ ୧ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳିତ କରାଯାଇଥିଲା ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ରାମକଥା ପାର୍କରେ ଆୟୋଜିତ ଭଗବାନ ରାମଙ୍କ ପ୍ରତିକାତ୍ମକ ରାଜତିଲକ କାର୍ଯ୍ୟକ୍ରମରେ ୨୨୬ କୋଟି ଟଙ୍କା ପରିଯୋଜନାର ଲୋକର୍ପଣ କରିଥିଲେ । /kanak/media/post_attachments/wp-content/uploads/2019/10/ayodhya-deepotsav-661_201910124342-300x225.jpg)
ଅନ୍ଧକାରର ଶିଖାରେ ଜଳିଉଠୁଛି ଆଲୋକ ।
ଦୀପ ଉତ୍ସବ ପୂର୍ବରୁ ଘାଟରେ ଦୀପ ସଜାଉଛନ୍ତି ଶ୍ରଦ୍ଧାଳୁ ।
ଦୀପ ଉତ୍ସବ ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଆସିଥିବା ପୋଲିସ୍ କର୍ମୀ ଦୀପ ପ୍ରଜ୍ଜଳନ କରୁଛନ୍ତି । /kanak/media/post_attachments/wp-content/uploads/2019/10/PTI10262019000119A-300x200.jpg)
ସେଲ୍ଫି ମୁଦ୍ରାରେ ସାଧୁବାବା
Follow Us
/kanak/media/post_attachments/wp-content/uploads/2019/10/751984-diya-afp-300x169.jpg)
/kanak/media/post_attachments/wp-content/uploads/2019/10/26ayodhya8-300x202.jpg)