ଖୁବଶୀଘ୍ର ବଣ୍ଟାଯିବ ଆବାସ। ଘର ବଣ୍ଟନ ନେଇ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ ମୁଦୁଲି 

ଖୁବଶୀଘ୍ର ବଣ୍ଟାଯିବ ଆବାସ। ଘର ବଣ୍ଟନ ନେଇ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ ମୁଦୁଲି 

କନକ ବ୍ୟୁରୋ: ଆବାସ ଯୋଜନାକୁ ନେଇ ବଡ ପ୍ରତିକ୍ରିୟା ଦେଇଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଖୁବଶୀଘ୍ର ବଣ୍ଟାଯିବ ଆବାସ । ରାଜ୍ୟର ୪ ଲକ୍ଷ ଘର କଟାଯାଇଛି । ଯେଉଁ ସବୁ ଘର ପ୍ରଦାନ କରାଯାଇଛି ତାହା ପାଇଁ କେନ୍ଦ୍ର ୭ରୁ ୮ ବର୍ଷ ସମୟ ନେଇଛନ୍ତି । ଆକ୍ରୋଶମୂଳକ ଭାବେ ଓଡିଶାକୁ ଘର ଦେବାରେ ବିଳମ୍ବ କରାଯାଇଛି । ଘର ଦେବା ପାଇଁ ସ୍ୱତନ୍ତ୍ର ନୀତିନିୟମ ରହିଛି । ତେବେ ଖୁବଶୀଘ୍ର ଆବାସ ଯୋଜନାରେ ଘର ବଣ୍ଟନ କରାଯିବ । ଏନେଇ ବିଜେଡି ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe