କନକ ବ୍ୟୁରୋ : ଲୋୟର ପିଏମଜିରେ ଅଟୋ ଚାଳକ ସଂଘର ପ୍ରତିବାଦ । ଓଲା, ଉବେର ଭଳି ଅନଲାଇନ ପରିବହନ ସଂସ୍ଥା ବିରୋଧରେ ସ୍ୱର ଉତ୍ତୋଳନ । ଅନଲାଇନ ପରିବହନ ସଂସ୍ଥା ପାଇଁ ବେପାରରେ ବାଧା ସୃ୍ଷ୍ଟି ହେଉଥିବା ଅଭିଯୋଗ କଲେ ଅଟୋ ଚାଳକ ସଂଘ । ଧାରଣାସ୍ଥଳରେ ଶହ ଶହ ଅଟୋ ଚାଳକ ଏକାଠି ହୋଇ ସରକାରଙ୍କ ନିକଟରେ ନିଜ ଦାବି ରଖିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp