ବାହାନଗା ଟ୍ରେନ୍ ଦୁର୍ଘଟଣା : ବିଦ୍ୟୁତ ସଂସ୍ପର୍ଶରେ ଆସି ୪୦ ଯାତ୍ରୀଙ୍କର ହୋଇଥିଲା ମୃତ୍ୟୁ ।
କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨୭୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ମୃତକଙ୍କ ମଧ୍ୟରୁ ୪୦ ଜଣ ଯାତ୍ରୀଙ୍କର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଥିବା ଜାଣିବାକୁ ମିଳିଛି । ବିଦ୍ୟୁତ…