ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛି ୪ ବର୍ଷର କୁନି ଝିଅ। ଫଟୋକୁ ଧରି ବାପା ବାପା ବୋଲି ଡାକୁଛି ଝିଅ
କନକ ବ୍ୟୁରୋ: ବାପାଙ୍କ ଫଟୋକୁ ପୋଛି ପକାଉଛି ଝିଅ । ଫଟୋରେ ବାପାଙ୍କୁ ଗେଲ କରିବା ସହ ବାପା ବାପା ବୋଲି ଡାକ ପକାଉଛି, ହେଲେ ସେ ଜାଣି ନାହିଁ ତା ବାପା ଆଉ ଆସିବେ ନାହିଁ । କି ତାକୁ କୋଳେଇ ନେଇ ଗେହ୍ଲା କରିବେ ନାହିଁ । କାରଣ କରମଣ୍ଡଳରେ ସେହି କାଳରାତିରେ ତା ବାପାଙ୍କୁ ସବୁଦିନ ପାଇଁ…