ଉନ୍ମୋଚିତ ହେଲା ଲେଖକ ନଟବର ଦାସଙ୍କ ପୁସ୍ତକ ‘ମାଛ କଥା’ । ପ୍ରସଙ୍ଗ ଭବିଷ୍ୟତ ପିଢିକୁ ନେଇ...

ଉନ୍ମୋଚିତ ହେଲା ଲେଖକ ନଟବର ଦାସଙ୍କ ପୁସ୍ତକ ‘ମାଛ କଥା’ । ପ୍ରସଙ୍ଗ ଭବିଷ୍ୟତ ପିଢିକୁ ନେଇ...

କନକ ବ୍ୟୁରୋ: ବିଶିଷ୍ଟ ଲେଖକ ନଟବର ଦାସଙ୍କ ପୁସ୍ତକ ‘ମାଛ କଥା’ ଉନ୍ମୋଚନ ହୋଇଯାଇଛି । ତିରତରଣ ପ୍ରିଣ୍ଟର୍ସ ପ୍ରକାସନି ଦ୍ୱାରା ଏହି ପୁସ୍ତକ ପ୍ରକାଶ ପାଇଛି । ପୁସ୍ତକର ବିଷୟବସ୍ତୁ ନେଇ ଲୋହିଆ ଏକାଡେମୀରେ ଲେଖକ ନଟବର ଦାସଙ୍କ ସହ ଆଲୋଚନା କରିଛନ୍ତି ପ୍ରଫେସର ବୀରେନ୍ଦ୍ର ନାୟକ । ଆଜିର ସମୟରେ ମାଛ ମାନଙ୍କ ସଂଖ୍ୟା କମୁଛି । ମତ୍ସ୍ୟଜୀବୀଙ୍କ ଜୀବୀକା ଏବେ ସଙ୍କଟରେ ରହିଛି । ଆଗାମୀ ପିଢ଼ି ମଧ୍ୟ ଅନେକ ମାଛ ଦେଖିବାକୁ ପାଇବେ ନାହିଁ । ଯାହା ବିଡ଼ମ୍ବନାର ବିଷୟ ହୋଇଥିବା କହିଛନ୍ତି ଲେଖକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe