କନକ ବ୍ୟୁରୋ: ଆଜି ଦ୍ୱିତୀୟ ସେମିଫାଇନାଲରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ପାକିସ୍ତାନ ପରାଜିତ ହୋଇଛି । ଫଳରେ ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ ଦଳ । ଏହାସହ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି । ଏବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଫାଇନାଲ ମ୍ୟାଚ ।
ଧୂଳିସାତ ହେଲା ପାକିସ୍ତାନର ଫାଇନାଲ ଖେଳିବା ଆଶା, ଜିତିଲା ଅଷ୍ଟ୍ରେଲିଆ
/kanak/media/post_attachments/wp-content/uploads/2021/11/ୀୂବ.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)