ରିଲିଜ ହେଲା ଝିଅଟି ବିଗିଡି ଗଲା ଫିଲ୍ମର ଅଡିଓ

ରିଲିଜ ହେଲା ଝିଅଟି ବିଗିଡି ଗଲା ଫିଲ୍ମର ଅଡିଓ

ମୁନ ଟିଭି ବ୍ୟାନରର ୨ୟ ଅବଦାନ ଝିଅଟି ବିଗିଡି ଗଲା ଫିଲ୍ମର ଅଡିଓ ରିଲିଜ ହୋଇଛି । ହୋଟେଲ ସୁର୍ୟାନ୍ସରେ ଅନୁଷ୍ଠିତ ହୋଇଯାଇଛି ଶୁଭ ମହୁରତ । ଶୁଭ ମହୁରତରେ କାହାଣୀ ଓ ପ୍ରଯୋଜନା ଦେଇଥିବା ସଚିକାନ୍ତ ଜେନାଙ୍କ ସମେତ ସମସ୍ତ କଳାକାର ଉପସ୍ଥିତ ଥିଲେ ।

audio-relese-of-odiya-film-jhiati-bigidi-galaଝିଅଟି ବିଗିଡି ଗଲାର ସମସ୍ତ ସଂଗୀତକୁ ଯୁବ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ ନିର୍ଦେଶନା ଦେଇଛନ୍ତି । ଫିଲ୍ମରେ ବାବୁସାନ ଓ ଏଲିନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଆସନ୍ତା ବାହୁଡା ଯାତ୍ରାରେ ଏହି ଫିଲ୍ମ ରିଲିଜ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe