ମୁନ ଟିଭି ବ୍ୟାନରର ୨ୟ ଅବଦାନ ଝିଅଟି ବିଗିଡି ଗଲା ଫିଲ୍ମର ଅଡିଓ ରିଲିଜ ହୋଇଛି । ହୋଟେଲ ସୁର୍ୟାନ୍ସରେ ଅନୁଷ୍ଠିତ ହୋଇଯାଇଛି ଶୁଭ ମହୁରତ । ଶୁଭ ମହୁରତରେ କାହାଣୀ ଓ ପ୍ରଯୋଜନା ଦେଇଥିବା ସଚିକାନ୍ତ ଜେନାଙ୍କ ସମେତ ସମସ୍ତ କଳାକାର ଉପସ୍ଥିତ ଥିଲେ ।
ଝିଅଟି ବିଗିଡି ଗଲାର ସମସ୍ତ ସଂଗୀତକୁ ଯୁବ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ ନିର୍ଦେଶନା ଦେଇଛନ୍ତି । ଫିଲ୍ମରେ ବାବୁସାନ ଓ ଏଲିନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଆସନ୍ତା ବାହୁଡା ଯାତ୍ରାରେ ଏହି ଫିଲ୍ମ ରିଲିଜ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/vlcsnap-2016-06-30-11h37m52s193.png)