ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଭୁବନେଶ୍ୱର ରସୁଲଗଡ଼ ଛକରେ ଯୁବକର ଆତ୍ମାହୁତି ଉଦ୍ୟମ । ନିଜ ଦେହରେ ନିଅାଁ ଲଗାଇ ରାସ୍ତା ଉପରେ ଦୌଡ଼ିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଛନ୍ତି । ଏହାସହ ନିଅାଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ।
ଯୁବକଙ୍କ ଶରୀର ୫୦ ଭାଗ ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେୀ ଭର୍ତି କରିଛନ୍ତି । ତେବେ ଆତ୍ମାହୁତିର କାରଣ ସ୍ୱଷ୍ଟ ହୋଇନଥିବା ବେଳେ ଯୁବକର ପରିଚୟ ମଧ୍ୟ ମିଳିପାରିନାହିଁ । ସେପଟେ ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି ।
ଏହାସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/3-4.jpg)