ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମହିଳାଙ୍କ ତଂଟିକାଟି ହତ୍ୟା ଉଦ୍ୟମ । ସକାଳେ କାର ଡ୍ରାଇଭିଂଗ କରିବା ସମୟରେ ତଂଟିକାଟି ହତ୍ୟା ଉଦ୍ୟମ ହୋଇଛି । ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ମହିଳାଙ୍କୁ ଭର୍ତି କରାଯାଇଛି । ଭୁବନେଶ୍ୱର ଡୁମଡୁମାରେ ଘଟିଛି ଏହି ଅଭାବନୀୟ ଘଟଣା । ମହିଳା ଜଣକ ତନୁଜା ନାୟକ ବୋଲି ଜଣାପଡିଛି ।
ଏହାସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-07-09h10m17s720.png)